ଏକପଦୀ (ଶ୍ରୀ କମଳ କୁମାର ଦାଶ,ପୁରୀ)

 ମlଗିଥିଲି ପ୍ରଭୁ ମୁଠାଏ ଆଶିଷ 

         ଦେଲ ଆଞ୍ଜୁଳାଏ ସୁଖ

ଆଙ୍କୁ ଥିଲି ପ୍ରଭୁ ତବ ପ୍ରତିଛବି

       ଦେଖିଲି କଳା ଶ୍ରୀମୁଖ ।

                 ***

       କମଳ କୁମାର ଦାଶ 

      ପୁରୀ 9437119409

Post a Comment

0 Comments