ଅପେକ୍ଷା
---------
ମଣିଷ ଜନ୍ମ ହେବା ପରଠୁଁ ଖାଲି ଅପେକ୍ଷା କରି କରି ଗଲା।ଜନ୍ମ ହେବା ପରେ ମୁଣ୍ଡ ରଖିବ,ଚାଲିବ,କଥା କହିବ,ଦୌଡ଼ିବ,ପଢ଼ିବ, ବିଶ୍ଳେଷଣ କରିବ ସବୁ କରିବାକୁ ଖାଲି ସେ ଅପେକ୍ଷା କଲା। କିଶୋରାବସ୍ଥା ପ୍ରାପ୍ତ, ଯୌବନାବସ୍ଥା, ପ୍ରୌଢ଼ଅବସ୍ଥା , ବୃଦ୍ଧାବସ୍ଥା,ମରଣ ଅବସ୍ଥା ସବୁ ଗୁଡ଼ିକୁ ଅପେକ୍ଷା କରିବାକୁ ପଡେ ଏବଂ ତା' ଭିତରେ ମଣିଷ ଚରିତ୍ରବାନ୍ ହୋଇ ସତ୍ କର୍ମ କରିବା ନିହାତି ଆବଶ୍ୟକ ।ତା'ହେଲେ ଯାଇ ସେ ମନୁଷ୍ୟର ଗୁଣ କର୍ମ ଇତ୍ୟାଦିର ପ୍ରଶଂସା ସାରା ଜଗତରେ ବ୍ୟାପିଥାଏ ।
*****
ଶ୍ରୀ ଅଭିନବ ପଟ୍ଟନାୟକ




0 Comments