ମନୁଷ୍ୟ ଜୀବନରେ କାହାଣୀ ଥାଏ ଦୁଇଟି.....🙏🙏🙏🙏⌚ଖୁସିରେ ହିସାବ କରୁଛି ମାନବ ଠକି ଭଣ୍ଡି ଧନ ରଖିଛି କେତେ,ସମୟ କହୁଛି ରେ ମୁର୍ଖ ଅଧମ ନିଜକୁ ଚତୁର ଭାବନି ଏତେ ।
ମନୁଷ୍ୟ ଜୀବ…
।।।ଦିବ୍ୟ ନାମ।।
ହୃଦୟ ଝଙ୍କୃତ ହୁଏ ଯେବେ ମୋରଶୁଣି ତୁମ ଦିଵ୍ୟ ନାମ,ପୁଲକିତ ପ୍ରାଣେ ରସଆସ୍ଵାଦନେଭ୍ରମୁଁଥାଏ ମୋର ମର୍ମ।।
ମୂରଲୀ-ସ୍ଵନରେ ହୁଏ ଆକର୍ଷିତଏଇ ମୋ' ତୁଚ୍ଛା …
ଆଜି ତ ଆସିବେ ପୂର୍ବ ପୁରୁଷ ==================ଆଜି ତ ଆସିବେ ପୂର୍ବ ପୁରୁଷ ପୟା ଅମାବାସ୍ୟା ଆଜି ର ରାତ୍ର ପ୍ରତି ବର୍ଷ ଏହି ଦିନ ଚାହିଁ ଥାଅ ହେଲା ଦିନୁ ତୁମ ସ୍ୱର୍ଗରେ ବା…
Read more.
................ଜଡାଙ୍କୁ ବନାଅ ସହଜେ ବେଡା...............
ଭଣ୍ଡାର ଧରିକି କାହିଁକି ବସିଛ କେଉଁ ବଡପଣେ ସତେଯିଏ ସେ ଆସୁଛି ମାଗିବାକୁ କିଛି …
ଯା ପାଇଁ ଯେମିତି ସେପରି ଦେଇଣ ଗଢି ଅଛନ୍ତି ବିଧାତା କାହାର ବହାର ସୁନ୍ଦର ଅଟଇ ଅନ୍ତରେ କା ପବିତ୍ରତା ସୁବ୍ୟବସ୍ଥିତ ଭାବେ ବ୍ୟବସ୍ଥିତ ମନ ଦେଇଛନ୍ତ…
Read more।। ତୁମେ ଦେଖାଇଛ।।
ତୁମେ ଦେଖାଇଛ ମୁକ୍ତିର ପଥକୁପଦେ ପଦେ ଶିକ୍ଷା ଦେଇ,ତୁମେ ଶିଖାଇଛ ଗାଇବାକୁ ଗୀତଦୁଃଖଠୁ ଦୂରେଇ ରହି।।
ତୁମରି ନାମରେ ଦେଖେ ମୁଁ ସକାଳତୁମରି ନାମରେ ରାତି,ତୁମରି ପ…
..................ହେ ପ୍ରଭୁ କଳା ଶ୍ରୀମୁଖ.................
ଆଖିରେ ଦେଖୁଛ ଆଖିରେ କହୁଛ ଶୁଣୁଛ ଆଖିରେ ଦୁଃଖଆଖିଙ୍କର ଆଖି ଆହେ ଚକାଆଖି …
ଉପଦେଶ ଏମିତି ଏକ ସତ୍ୟ ଯାହାକୁ ଆମେ କେବେ ବି ଗୁରୁତ୍ଵ ଦେଇ ଶୁଣି ନଥାଉ,🙏🙏🙏🙏🙏
ସତ୍ୟର ସହଚର ମନରେ ରହେନାହିଁ ଡର ଆତ୍ମବିଶ୍ୱାସ ଦୃଢ଼ତର କରିଲେ ହୁଏ ଉପକାର ।
…
।।।ନୀଳକଣ୍ଠ।।।
ନୀଳକଣ୍ଠ ସାଜି ବିଷ ମୁଁ ପିଉଛିଅତୀତକୁ ଝୁରି ପ୍ରାଣେ,ପ୍ରେମ ରାଇଜର ଆଦ୍ୟାକ୍ଷର ହୋଇଆସିଥିଲ ମୋଜୀବନେ।।
ତୁମେ ଦେଇଥିଲ ପ୍ରୀତିର ପରଶସାଇତା ଅଛିଯେ ହୃଦେ,ଦଗ୍ଧ-ଫ…
।।ମିଛ ହୁଏ ଦିନେ ସତ।।
ଦିନେ ଖେଳୁଥିଲି ପିଲାବେଳେ କେବେମିଛ ମିଛ ଶାଶୂ ଘର,ମିଛ ଦିନେ କେବେ ସତ ହୋଇଗଲାପର ହେଲା ବାପଘର।।
ପର ପୁଅ ହେଲା ଅତି ଆପଣାରଆଦର ସୋହାଗ ସାଥେ,ଛାଡି ମୁଁ ଆସି…
ବାହୁ ଝୁଲଣାରେ ଝୁଲାଇ ଦେବି ମୁଁଚିନ୍ତା ଦକ କର ନାହିଁ,ମୋ କାନ୍ଧ ସାହାରା ଦେଉଥିବ ସଦା ଏତେ କଥା ଭାବ ନାହିଁ।।
ଜୀବନଟା ଥାଉ ଲୋଡା ନାହିଁ କିଛିମନ ଭରି ଦେଖୁଥିବି,ଯେତେ ଝଡ଼ ଝଞ୍ଜା …
ବର୍ଷା ଯେତେ ହେଲେ ବି ସାରୁ ପତ୍ରକୁ ଭିଜେଇ ପାରେନାହିଁ,🙏🙏🙏🙏🙏🙏
ଅତୀତକୁ ରଖି ଭବିଷ୍ୟ ପରଖି ବର୍ତ୍ତମାନ ଦିଏ ଦିଶା,ମରିବା ପୂର୍ବରୁ ଥରେ ବୁଝିନିଅ ଜୀବନର ପରିଭାଷ…
................ଜୀଅନ୍ତା ଜୀବନ ଇମିତି ଅଛି...............
ଇମିତିବି ଅଛି ଜୀଇଁକି ଜୀବନ ଆୟୁଷ ସାରିବା ପାଇଁ ବଂଚିବାଟା ଏ…
।। ପ୍ରଭାତ।।*********🙏🏿💐💐🙏🏿ପ୍ରାଚୀ ଭାଲ ଦେଶେ ଅରୁଣ ପ୍ରକାଶେଦେଖିସେ ଉଜ୍ଜ୍ବଳ ଆଭା,ଜଳେ କମଳିନୀ ଚାହିଁ ଦିବାକରେବିକଶେ ତାହାର ପ୍ରଭା।।
।। ସୁପ୍ରଭାତ।। ଦିନଟି ମଙ୍ଗଳମୟ…
ଗୁରୁଙ୍କର ନିନ୍ଦା କରି ଯେ ବସଇ ବିଦ୍ୟା ତାର ହୁଏ ହାନି ମାତା, ପିତା ନିନ୍ଦା କଦାପି କରନି ନିଜକୁ ଭାବିଣ ଜ୍ଞାନୀକହ ସଦା ମଞ୍ଜୁ ବାଣୀ କର୍କଶ ବଚନ କଟ…
Read moreଶୀର୍ଷକ - ମାତୃ ବନ୍ଦନା **********************କେଉଁ ଲେଖନୀରେ ଲେଖିବି ଏହାକୁ ନୁହେଁ କେବଳ ଏ ଶବ୍ଦମାଆ ଅଟେ ସୃଷ୍ଟି ,ପାଳନକାରୀ ଯେ, ଏଥିରେ ସବୁ ନିହିତ …
Read moreପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ।।🙏🙏🙏🙏🙏🙏
ସାନ ଭାବି ତାକୁ ଅବଜ୍ଞା ନକରତାହେଲେ ଠୋକର ପାଇ…
କଳା ଗୋରା ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ଦେଇ ନଥାଏ🙏🙏🙏🙏🙏ଅତି ତୀବ୍ର ସାଧନାରେ ଶେଷ ପଥ ହରଣରେ ଫଳାଫଳ ଅଛିଂଡା ପ୍ରକାଶ, ଶୂନ୍ଯ ନ ମିଳେ କେଭେ ଆତ୍ମା ସହିତ ଜୀବେ …
Read more।। ମାଆ ମୁହିଁ ଭାଗ୍ୟବତୀ।।************************ କେଡେ ଭାଗ୍ୟବତୀ ମାଆଟିଏ ମୁହିଁ ସନ୍ତାନ କୋଳରେ ଧରି,ସ୍ନେହ ମମତାରେ ଭୁଲି ମୁଁ ଯାଉଛି ସବୁ ବେଦନାକୁ ସ୍ମରି।।
ମାତୃତ୍…
।। ସମୀକ୍ଷାର ଇତି କଥା।। ( କ୍ଷୁଦ୍ରଗଳ୍ପ।)
ସମୀକ୍ଷାର ମାତ୍ର ତିନି ବର୍ଷ ତଳେ ବିବାହ ହୋଇଛି ପ୍ରତୀକ ଦାସ୍ ସହିତ। ସ୍ଵାମୀ ତାର ଖୁବ ଭ…
।। ମଶାଣି ଛାତି।।
ଦେଖିଛକି କେବେ ମଶାଣି ଛାତିରେ ଜଳୁ ଥିବା ଜୁଇ ଜ୍ୟୋତି,ସଦ୍ୟ ପତିହରା ନବ ବଧୂଟିର ଆଖିର ଲୁହର ତାତି?।।
ଆପଣେଇ ନେବା ହାତଟିଏ କେବେ ବଢ଼ି ଆସି ଲୁହ ପୋଛେ?,କଟୁ…
ମନେ ପଡ଼େ ଆଜି*****
ଲୁହର ଶ୍ରାବଣ ପୋଛି ଦେବା ହାତ ମୋ ପାଶରେ ଆଉ ନାହିଁ,ମିଠା ଫଗୁଣକୁ ବାଣ୍ଟିନେବା ସାଥି ଫେରିକି ଆସଇ କାହିଁ।।****
ସବୁ ଋତୁଗୁଡା ନିଆରା ନିଆରା ଲାଗୁଥିଲା ଦିନେ …
।। ହୃଦୟ ଦିବସେ।।
ହୃଦୟ ଦିବସେ ଜାଳି ପୋଡ଼ି ଦେଲଫୁଲରୁ କୋମଳ ହୃଦ,ନିଷ୍ଠୁରତା କେତେ ବଳି ଗଲା ତୁମନାହିଁ ଟିକେ ହେଲେ ଖେଦ।।୧।।
ପ୍ରଥମ ଦେଖାରୁ ଦ୍ୱାହି ଦେଇ ଥିଲହୃଦ କେବେ ଭାଙ୍ଗିବ…
**ମୁଁ କାହାର ଛାତି ତଳ ବେଦନାର କାହାଣୀ,ପୁଣି କାହା ପଲକର ଚୋରା ଚୋରା ଚାହାଣି।**
**ନିତି ଫୁଟି ନିତି ଝରେ ବଗିଚାରେ କାହାର,ହେଲେ ଭରେ ମହକରେ ତା ଅଙ୍ଗନ ଦୁଆର।**
**କାହାର ମୁଁ ଅଭି…
।। ସାଇବର କ୍ରାଇମ।। (ପ୍ରବନ୍ଧ।)
ସାମ୍ପ୍ରତିକ ସମାଜରେ ଏବେ ଯେତେ ସବୁ ଅପରାଧ ଘଟୁଛି, ତାମଧ୍ୟରୁ ସାଇବର କ୍ରାଇମ ଏକ ପ୍ରଧାନ କ୍ରାଇମ ହିସାବରେ ପରିଗଣ…
।। ଦୀପ୍ତ ତପନ।।
ତୁମେ ଆକାଶର ଦୀପ୍ତ ତପନମୁଁ ଯେ ମରତର କୀଟ,ତୁମ କିରଣରେ ହସଇ ଜଗତମୁଁ ଯେ ଜୁଳୁ ଜୁଳ ପୋକ।।୧।।
ତୁମ ଆଗମନ ଜଗତ ଚାହଇଁମୋ' ପାଇଁକି କେବେ ନୁହଁ,ତୁମରି ପରଶ ପା…
।। ଶ୍ୟାମଳ ବନାନୀ।।ଶ୍ୟାମଳ ବନାନୀ ହସୁଛି ମୁରୁକିବରଷା ପରଶ ପାଇ, ଥିଲା ସନ୍ତାପିତ ପ୍ରଚଣ୍ଡ ନିଦାଘେଜ୍ଵଳନକୁ ତାର ସହି।।୧।।
କି ସୁନ୍ଦର ଏଇ ଧରା ହସିଉଠେଆସିଲେ ବରଷା କାଳ,ସବୁଜ …
କାହାପାଇଁ ତୁମେ କବିତା ଲେଖ ଗୋ କାହାପାଇଁ ତୁମେ ସପନେ ହଜ?,କାହାପାଇଁ ତୁମେ ଝୁରି ମରୁଥାଅ ସେଇକି ତମର ମାନସୀ ଆଜ?।।
ଭଲ ପାଅ ଯଦି କୁହନି କାହିକିଁ ମରମେ ତୁମର ଲୁଚାଇ ରଖ,ସେ କି ବୁ…
।। ନାରୀ।।******************"""""*ନାରୀ ନୟନର କଟାକ୍ଷ ଦେଖିଛଦେଖିନ ବହ୍ନି ଶିଖା,ପତଙ୍ଗର ସମ ଝାସତ ଦେଇଛପାଇଛକି କେବେ ରକ୍ଷା?।।
ଅ…
।। ଦେଖୁଛି ବସି ମୁଁ ପ୍ରକୃତି ସୌନ୍ଦର୍ଯ୍ୟ।।
ପ୍ରାଚୀ ଗଗନରେ ଉଦିତ ସୁରୂଜପ୍ରାତଃ ଲାଲିମାରେ ଭିଜି,ଦେଖୁଛି ତାହାର ଅଙ୍ଗ ସୌଷ୍ଠବକୁ ବିଭୋର ମନରେ ହଜି।।
କିଏ ରୂପକାର ଛପି ଛପି ଆସି ଆ…
।
।।କରୁଣାମୟୀ ମାଆ ଗୋ।।
ମାଆ ଗୋ କରୁଣାମୟୀ ଆସ ଅବତରିତବ କୃପା ଢ଼ାଳି ଦିଅ ଉପରେ ଆମରି,ସିଂହ ବାହାନରେ ଆସି ପାପ ଦିଅ ନାଶିଜଗତ ଉଶ୍ୱାସ ହୁଏ ସବୁ ହ୍ଵନ୍ତି ଖୁସି।।
ଶରତ, ତୁମରି ପାଇଁ…
।। ଶବା ଖାଇ।। ( କ୍ଷୁଦ୍ରଗଳ୍ପ।)
ଏଇ ଗାଉଁଲି ଶବ୍ଦଟିକୁ ହୁଏତ ଆମ ମଧ୍ୟରୁ ଅନେକ ଜାଣି ନ ଥିବେ। ମାତ୍ର ଗାଆଁ ଗହଳରେ ଏଇ ଶଦ୍ଦ ବହୁଳ ଭାବରେ…
।। ମଉନାବତୀ।।ମଉନାବତୀର ଲାଜରେ ପ୍ରଣୟଆଖିରେସେ କଥାକୁହେ ,ଓଠର ପାଖୁଡ଼ା ଟିକିଏ ହଲିଲେମଧୁଶାଳା ଖୋଲିଯାଏ।।
କଳାବଉଦର ଘନକେଶ ଯେବେମୁକୁଳାସେ କରିଦିଏ, ମେଘରାଣୀ ତାକୁ ଦେଖିକରି …
।। ବାପା।।
ବାପାର ଡାକରେ ଫୁଲିଉଠେ ଛାତିମୋ ଜୀବନ ଆଦ୍ୟାକ୍ଷରେ,ଆଖି ଖୋଲି ଯେବେ ଦେଖିଲି ପ୍ରଥମେବୋଉ ଧରିଥିଲା କୋଳେ।।
ଅମୃତ ପରଶ ବୋଳି ହୋଇଗଲାକଅଁଳ ପରଶ ପାଇ,ବାପାଙ୍କ କଣ୍ଠରୁ ଝ…
।।ଶ୍ରୀୟାର ଆତ୍ମଲିପି।। (କ୍ଷୁଦ୍ରଗଳ୍ପ।)
ଶ୍ରୀୟା ମୁକୁଳା କେଶରେ ବିଛଣା ଉପରେ ପେଟେଇ ପଡ଼ି ଲେଖୁଥିଲା ତା ' ଜୀବନର ଆତ୍ମଳିପି। ସେ ନିଜେବି ଜାଣେନି ଏକଥା ଲେଖିବାର ଉଦ୍ଦେଶ…
ନିଶିଥ ଲଗ୍ନେ ମୁଠାଏ ମହକ______
ତୁମେ ଆସ ନିତି ନିଶିଥ ଲଗନେ, ମୁଠାଏ ମହକ ହୋଇ,ବାସ୍ନାୟିତ କରି ଫେରିଯାଅ ପୁଣି, କିଛି ଛାପ ଛାଡ଼ିଦେଇ।।
ସଶରୀରେ…
।। ମାନସିକତାର ରୂପ।।
ସମାଜରେ ଏବେ ଆତଙ୍କର ରାଜକେଉଁଠି ମିଳେନା ଶାନ୍ତି,ବାହାର ଦୁନିଆ ଅଶାନ୍ତ ବହୁତସବୁଆଡେ ଭୟ ଭୀତି।।୧।।
ନିର୍ଭୟରେ ଟିକେ ବାଟ ଚାଲିବାକୁପାଉନେ ସାହାସ ଆଜି,ଦିନ…
।।।କାଲି।।
'କାଲି' ଶବ୍ଦଟିଏ ଏପରି ଏକଆରମ୍ଭ ଅଛିତ ଶେଷଟି ନାହିଁ,ନିତି ଆସୁଥାଏ ପର ଦିନଟିମାତ୍ର କାଲି କେବେ ସରଇ ନାହିଁ।(୧)
ବିଚିତ୍ର ନିୟମ ସଂସାରଟାରେଚାଲିଆସୁଅଛି…
।।ପିଛିଳ ପଥ।।
ପିଚ୍ଛିଳ ପଥେ ବଢ଼ାଇଛି ପାଦ ଜାଣେ ନାହିଁ ରାସ୍ତା ତାର,କେଉଁଠି ସରିବ ଅବା ରହିଯିବି ଅଧା ରାସ୍ତାଯାଇ ମୋର।।
ଦୁନିଆଟା ପରା ସ୍ୱାର୍ଥରେ ଭରା ସହଯୋଗ ମିଳେ ନାହିଁ , ଟାହ…
ବର୍ଷା ତୁମ କେତେ ରୂପ ==============ପ୍ରକୃତିର ବନ୍ଧୁ ତୁମେତ ବରଷା ମେଣ୍ଟାଅ ସଭିଙ୍କ ଶୋଷ ତୁମେ କର ପୁଣି ସୃଷ୍ଟିର ମଙ୍ଗଳ ଜନ ପ୍ରାଣୀଙ୍କର ହିତ !!ତୁମେ ବରସିଲେ ନଦୀ ପୋଖରୀ ର…
Read moreଆଇଲା ତ ବାତ୍ୟା ଦାନା ମହାକାଳ ===================ଆଇଲାତ ବାତ୍ୟା ଦାନା ମହାକାଳ ବୁଡ଼ାଏ ସଭିଙ୍କ ଦାନାଉଡେଇ ନିଏ ସେ ସଭିଙ୍କ ଛପର ଘରେ ରଖି ଲାନି କନା !!ବରଷା ପାଣିରେ ବୁଡେଇ ଦ…
Read moreବାତ୍ୟା ଆସୁଛି ହୁଅ ସବୁ ହୁସିଆର ==≠==================ବାତ୍ୟା ଆସୁଛି ଆମ ଓଡିଶା କୁ ହୁଅ ସବୁ ହୁସିଆର T, v, ମୋବାଇଲି ରେଡ଼ିଓ କାଗଜ ଜଣାଉଛି ବାରମ୍ବାର!!ପାଣି ପାଗ କହେ ବାତ…
Read moreରାତି =====================ରାତି ଅଟ ତୁମେ ସଭିଙ୍କର ପ୍ରିୟ ସବୁ ଜୀବନର ସାଥୀ ତୁମେ ଦେଇଥାଅ ସକଳ ପ୍ରାଣ ରେ ଆଦିମ ତନ୍ଦ୍ରା ର ତୃପ୍ତି !!ତୁମେ ଦେଇଥାଅ କ୍ଲାନ…
Read moreଖରା ======================ବର୍ଷ ବର୍ଷ ଧରି ତୁମେପରା ଖରା ଏହିଧରା ପୃଷ୍ଟେ ଆସ ତୁମକୁ ଦେଖିଲେ ସଭିଁଏ ତ ଖୁସି ହୋଇଥାନ୍ତି ଆନନ୍ଦିତ !!ତୁମେତ ଦେଖାଅ ସଭିଙ୍କୁ …
Read more
Social Plugin