ଦୁଇଟି କବିତା (କବି ସନାତନ ମିଶ୍ର)

 



ଗୁରୁଙ୍କର ନିନ୍ଦା କରି ଯେ ବସ‌ଇ

            ବିଦ୍ୟା ତାର ହୁଏ ହାନି 

ମାତା, ପିତା ନିନ୍ଦା କଦାପି କରନି 

             ନିଜକୁ ଭାବିଣ ଜ୍ଞାନୀ

କହ ସଦା ମଞ୍ଜୁ ବାଣୀ 

କର୍କଶ ବଚନ କଟୁରୀ ସମାନ 

ହୃଦୟକୁ ଦିଏ ହାଣି।

                  କବି ସନାତନ ମିଶ୍ର 

          ଧାମଣାସର, ବଲାଙ୍ଗୀର

Post a Comment

0 Comments