ପ୍ରଭାତ ( ଚିତ୍ରାରାଣୀ ପାତ୍ର)

 



।। ପ୍ରଭାତ।।*********🙏🏿💐💐🙏🏿

ପ୍ରାଚୀ ଭାଲ ଦେଶେ ଅରୁଣ ପ୍ରକାଶେ

ଦେଖିସେ ଉଜ୍ଜ୍ବଳ ଆଭା,

ଜଳେ କମଳିନୀ ଚାହିଁ ଦିବାକରେ

ବିକଶେ ତାହାର ପ୍ରଭା।।


।। ସୁପ୍ରଭାତ।। ଦିନଟି ମଙ୍ଗଳମୟ ହେଉ।।

।। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ।।


             ।। ଚିତ୍ରା ରାଣୀ ପାତ୍ର।।

Post a Comment

0 Comments