ଶୀର୍ଷକ -- ବୃଦ୍ଧ କାଳେ ବୃଦ୍ଧାଶ୍ରମ ସନ୍ତାନଙ୍କ ପ୍ରତିଦାନ *******ଭଲରେ ଥାଆ ତୁ ମୋ ଜୀବନ ଧନ ଅଛି ମୁଁ ଭଲରେ ଏଠିଶହେ ହାତ ଆସି ଆଉଁସ…
Read moreମୁନୁଷ ଜୀବନର ମହିମା ଡଃ. ନିତ୍ୟାନନ୍ଦ ଖମାରୀ ହୀରାକୁଦ, ସମ୍ବଲପୁର ତୁଇ ହେବୁ ଯେତେ ଧନୀ ହେଇଥା ମୁଇଁ ଗରିବ୍ ହେଲେ କାଣା ହେଲା ମଲେ ଜୁଏ ଥି…
Read moreବୁଲି ଆସିଥିଲି ହାଇଦ୍ରାବାଦ ===========≠≠---=====ବୁଲି ଆସିଥିଲି ହାଇଦ୍ରାବାଦ ସଙ୍ଗେ ଧରି ମୋର ବନ୍ଧୁ ବାନ୍ଧବ ପୁଅ ବୋହୁ ନାତି ନାତୁଣୀ ସାଙ୍ଗ ତୀର୍ଥ କରି ହେଲୁ ମହା ଆନନ…
Read more।।।ଦଗ୍ଧ ହୃଦୟ।।।
ଦଗ୍ଧ ହୃଦୟେ ସଖୀରୋମନ୍ଥନ କରେ ଅତୀତ ସ୍ମୃତିକୁ, ଅଶ୍ରୁ ଜଳରେ ମାଖି ।।(୧)।।
ନାହିଁ ସେହି ପଦ୍ମ-ବନଉଜୁଡା ଉଜୁଡା ଲାଗୁଛି ହୃଦୟ, ମୋ'ମନର…
ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅ ଦିଅନ୍ତୁ।।🙏🙏🙏🙏🙏🙏
ସାନ ଭାବି ତାକୁ ଅବଜ୍ଞା ନକରତାହେଲେ ଠୋକର …
ନିଜର ତୁଳନା କେବେ କାହା ସହ କରିବା ଉଚିତ୍ ନୁହେଁ,🙏🙏🙏🙏🙏
ଦୁନିଆଟା ଦେଖ କେତେ ସ୍ବାର୍ଥପର, କେହି ନୁହେଁ ଏଠି କାହାର।ଲୁହା ବଦଳାଏ ଲୁହାର ଆକ୍ରୁତି, ପକାଇ ନିର୍ଘାତ …
।। ମୟୂର ଚୂଳିଆ ।।
ମୟୂର ଚୂଳିଆ କଦମ୍ବ ମୂଳିଆସେ ହଟ ନାଗରପାଇଁ,ରାଧାରାଣୀ ଧାଏଁ ଅଧୀରା ପାଦରେତାହାକୁ ଭେଟିବାପାଇଁ।।
କେଉଁ ସମ୍ମୋହନ ଶକତିର ବଳେଟାଣିନିଏ ପାଶେ ତାର,ଅଡ଼ୁଆ ଖ…
।।ଶିଶିର _।।
ଶିଶିର ସ୍ନାତା ଗୋଲାପ କଳିଟିସ୍ମିତ ହସି କହୁଥିଲା,କିଏ ଚିତ୍ରକର ନିସ୍ତବ୍ଧ ପ୍ରହରେଆସି ମୋତି ମାଳା ଦେଲା।।୧।।
ସୃଜନୀ ଶକ୍ତିର ନାହିଁ ପଟାନ୍ତରସୁମନେ ମହକ ଭରି,ସକାଳର …
।।ତୁମପାଇଁ ପ୍ରଭୁ।।
ତୁମପାଇଁ ପ୍ରଭୁମୁଁଯେ ଉଜାଗରେ ରହି,ଜାଳୁଛି ଦୀପାଳି ବସି ଏକାନ୍ତରେ ଥାଇ। (୧)।।
ତୁମ ପୂଜାଫୁଲ ଯେବେ ଖସି…
ମାମା ଗରଭୁ ଜନମ ହୋଇ ମାଟି ମା'ରେ ହସି କୁଦି ବଢ଼ିଲିବଡ ହେଇ ପାଠ ପଢି ଯେ ଶିଶୁ ସେବାରେ ମୁଁ ଲାଗିଲି ।ସେଇ ଭିତରେ ଯେ ମା ସମୟ ଆଗରୁ ଗଲା…
Read moreଶୀର୍ଷକ - ପ୍ରଥମାଷ୍ଟମୀଲେଖକ - ସତ୍ୟ ସିଂ ବାଗ
ଆମ ଓଡିଶା ସଂସ୍କୃତି ପରମ୍ପରାଅଟଇ ଯେ ତାହାର ମହାନବାର ମାସେ ତେର ପରବ ପାଳୁପୂଜା ପାଟ କରୁ ରଖି ଧିଆନ !!
ମାର୍ଗଶିର ମାସ କୃଷ୍ଣ ଅଷ…
।।।।ଶିଶୁ।।।। ( ଶିଶୁ କବିତା।)
ଲହୁଣୀ ଠାରୁ ଅଟେ କୋମଳ ଶିଶୁର ମନ ପରା,ପିତା-ମାତାଙ୍କ ଦୁଃଖ ପାଶୋରାମନ୍ଦାକିନୀର ଧାରା। (୧)।।
ହସିଲେ ଯେବେ ଫୁଟଇ ଫୁଲବଗିଚା ହସି ଉଠେ,ଜନନୀ ଭୁଲେ …
ଏମିତି ମୋହର ଫଟା କପାଳ ==================ଏମିତି ମୋହର ଫଟା କପାଳ ଭାଗ୍ୟ ତ ଭଗାରୀହୋଇଛି ମୋର ଲୁହାର ଶିକୁଳି ମୋ ପାଇଁ ଛିଡ଼ୁଛି ଫାସୀ ହୁଏ ଗଳେ ଫୁଲର ମାଳ !!ସାଗର ମୋ ପାଇଁ ଶୁଖ…
Read moreଆଜି ତୁମେ ମୋର ଅଟ ଵର୍ତମାନ ==≠================ତୁମେ ଥିଲ ମୋର କଳ୍ପନା ନାୟିକା ଏହା ଥିଲା ଦିନେ ସତ ଆଜି ତୁମେ ମୋର ଅଟ ଵର୍ତମାନ ତୁମେ ମୋର ଭବିଷ୍ୟତ !!ପ୍ରୀତି ପ୍ରଣୟ ର କଳ୍…
Read moreକର ଅବା ମର ସାହସୀ କହଇ ସାହସ ବିଶ୍ଵାସ ରଖି ମରିବା ପୂର୍ବରୁ କାର୍ଯ୍ୟ କରିଚାଲ ସଫଳତା ହେବ ଦେଖି ହୋଇଣ ସର୍ବଦା ସୁଖି ସୁଚିନ୍ତିତ ମନେ ପରିଶ୍ରମ କଲେ …
Read more--ଏକପଦୀ--
ନିଜର୍ ଘର୍ ଲାଗି ବୁଦ୍ଧି ନାଇଁନ,ପର୍କେ ଦେଉଛୁ ତୁଇଁ ଗ୍ୟାଁନ୍।ତୋର୍ନୁଁ ଅଧମ୍ ନାଇଁନ କିହେ,ଖୁଜି ଦେଖ୍ ଶାସ୍ତର୍ ପୁରାନ୍।।
ନରସିଂହ ମହାରଣା, ଗଣେଶ ନଗର, ର…
🍁ମୋ ମାଁ ସମଲେଶ୍ୱରୀ ମାଆ🍁🌿🌿🌿🌿🌿🌿🌿🌿🌿ମାଁ ତୋତେ ଦେଖିନାହିଁ କେବେ ଦେଖିନାହିଁ ତୋର ଘର ତୋ ରୂପ ମା ମୋ ମନେ ଭାବେ ତୁ ହିଁ ମା ମୋ ଆପଣାର l
ତୋରି ଆଶୀର୍ବାଦ ମୋ ଆଶା ମ…
🍁ମୋ ମା ସମଲେଶ୍ୱରୀ🍁🌺🌺🌺🌺🌺🌺🌺ମା ଗୋ ମାଆ ମୋ ମାଁ ସମଲେଶ୍ୱରୀ ସୁଖ ବି ଥିଲା ସ୍ନେହ ବି ଥିଲା ଜୀବନେ ଦୁଃଖ ଥିଲା କେରି କେରି ରୋଗ ଆସି ସବୁ ଗ୍ରାସିଦେଲା l
ହସ ଥିଲା ବିହୀ …
🌺ଆ ରେ ମା ଆ🌺
ଆରେ ମା ସମଲେଇ ଆ ମୋ ପାଖକୁଆ ଦୁଃଖ ଦରିଆ ପାରିକରିବାକୁ, କଣ୍ଟକିତ ଜୀବନ ନେଇ ଯିବାକୁ ଏ ଜୀବନରୁ ମୋତେ ମୁକ୍ତି ଦେବାକୁ lନାଲି ନେଲୀ ଫୁଲ ଦେଇ ମୁଁ ପାରୁନ…
🍀ପ୍ରଥମାଷ୍ଟମୀ ଏକ ଅବଲୋକନ 🍀
ପର୍ବପର୍ବାଣୀମାନଙ୍କରେ ପିଠା ଓଡ଼ିଆ ଘରେ ପ୍ରାଥମିକତା ପାଇ ଆସିଛି । ସପ୍ତପୁରୀ ଅମାବାସ୍ୟାରେ ଗଇଁଠା, ଚିତଉ ଅ…
।।।ନୀଳ - କଳେବର।।।
ଚନ୍ଦନ-ଚର୍ଚ୍ଚିତ ନୀଳ-କଳେବରତୁମେ ପରା ପ୍ରଭୁ ଭାବର-ସାଗର,ତୁମବିନା ସ୍ଥିତି ମୂଲ୍ୟହୀନ ମୋରସଂସାର ଲାଗଇ ଅସତ୍ୟ-ଅସାର। (୧)
ଆଖି ଦେଖୁଥାଏ ତୁମ ରୂପ ନିତିମନ ଖୋଜ…
**** କ୍ଳାନ୍ତ ପକ୍ଷ****
କ୍ଳାନ୍ତ ତାର ପକ୍ଷ ଆଜିଉଡୁଛି ଆକାଶେ,ଖୋଜୁଛି ହତାଶ ପ୍ରାଣେକାହାକୁ ଆଜିସେ? ।(୧)
ବିଦ୍ରୁପରେ ହସୁଅଛିତାରକା ଗଗନେ,ହଜିଛିସେ ମଧୁବେଳାଭାବୁଛି ବିଜନେ।(୨)
ଅପ…
--ଏକପଦୀ--
ପୁଡିଗଲା ତୁନ୍ ସୁଆଦ୍ ନାଇଁ ଲାଗେ,ଯେତେ ଆଏ ଉପେ କଲେ।ଭାଙ୍ଗିଗଲା ମନ୍ ଯୁଡି ନାଇଁ ହୁଏ,ଯେତେ ଜ୍ଞାନ୍ ବୁଦ୍ଧି ଦେଲେ।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁ…
କବି ଶ୍ରୀଯୁକ୍ତ ଜିତେନ୍ଦ୍ର ପରିଡ଼ା https://drive.google.com/file/d/1LkY99wwWwoUbiOA359RUaJDH1N_kFV7M/view?usp=drivesdk
Read more। ପ୍ରଭାତ।। *******🙏🏿💐💐🙏🏿
ହୁଏମୁଁ ଚକିତ ଦେଖି ଏ ପ୍ରଭାତକେତେ ସୌନ୍ଦର୍ଯ୍ୟରେ ଭରା,ଉଜ୍ଜ୍ବଳ କିରଣ ଘାସ ଗାଲିଚାରେମୁରୁଜ ବୁଣଇ ଖରା।।
।। ସୁପ୍ରଭାତ।। ଦିନଟି ମଙ୍ଗଳମୟ ହ…
।। ଆସନ୍ତା କାଲି।।
କହିକି ପାରିବ କାଲିର ଶେଷକୁକିଏ ଅଛ ବୁଦ୍ଧିମାନ?,କାଲି ଆସି ପୁଣି କାଲି ସରିଯାଏସମୟସେ ଅନ୍ତହୀନ।।୧।।
ଆଜିର ବାରତା କାଲିକୁ ପୁରୁଣାରହିଯାଏ ପୋଥିପରେ,କାଲିପାଇଁ ଝ…
ଅଲ୍ ସୁଆ କେ ଧନ୍ ଅଡ଼ୁଆ ପରିଶ୍ରମି ନ ଧନର ଭଁଡାର୍,ନିଷଦ୍ ସବୁଦିନେ ଦୁଖିଆରି ଚଲେ ମାଗି ଯାଚି ଧାର୍ ଉଧାର୍।ୠଷଭ ଵିଶି ଜହ୍ନାପଡା, ଅତାବିରା, ବରଗଡ
Read moreRead more
ସକାଳର ଜଣାଣମୋତେ ଭଲ ଲାଗେ,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,ବିଜୟ କୁମାର ଜେନାବିଶ୍ଵ ନୀୟନ୍ତାଙ୍କ ଅପୂର୍ବ ସୃଷ୍ଟିରେ ମୋତେ ଭଲ ଲାଗେ ଦେଖିବାକୁ …
Read moreସକାଳର ଜଣାଣ ଜଗତ ଠାକୁର,,,,,,,,,,,,,,,,,,,,,,,,,,,,,,,,,,,,,,,, ବିଜୟ କୁମାର ଜେନାଜଗତ ଠାକୁର ହେ କଳା ସାଆନ୍ତ ସର୍ବ କାଳେ ତୁମ ସ୍ଥିତିତୁମକୁ ଭଜନ୍ତି…
Read moreମୋ 'ନୟନେ ବୋଳିଦେଲ******
ମୋ' ନୟନେ ପ୍ରୀତି ଅଞ୍ଜନ ବୋଳିଲଦେଖିଲି ତୁମରି ରୂପ,ବିଭୋର ମନରେ ହଜିଗଲି ଯେବେ ଲାଗିଲା କଳାର ଛାପ।।
ତ୍ରିଭଙ୍ଗିମା ଠାଣି ହୃଦ ନେଲା କିଣି ଟାଣି…
Song of the univese By Sri Jitendra Parida
Read more--ଦୁଇପଦୀ--
ସଂସାର୍କେ ତୁଇଁ ଆଇଛୁରେ ମନ୍,କରିଯା ଧରମ୍ କାମ୍।ଯିଏ ପଠେଇଛେ ଭୁଲି ତାହାକେ,ଛୁଚେ ହେସୁ ବଦ୍ନାମ୍।।
ମାନବ୍ ସେବା ମାଧଵ୍ ସେବା,କହିଥିଲା କାନେଁ କାନେଁ।ଭଜି …
।। ସ୍ମୃତି ଯାହା ଖାଲି ଅକୁହା ବେଦନା।।
ସ୍ମୃତି ଯାହା ଖାଲି ଅକୁହା ବେଦନାମରମେ ସାଇତା ଥାଏ,ସ୍ମୃତି ଯାହା ଖାଲି ନୀରବ ଯନ୍ତ୍ରଣାନିଜେ ଖାଲି ସହି ହୁଏ।।
ଦେଖାଇ ହୁଏନା ଦରଦୀ ଛାତିଟା…
ଶରୀର ସୁନ୍ଦର ଦେଖନ୍ତି ସଭିଏଁ ମନ ସୁନ୍ଦରତା ଲୁଚିକି ରୁହେଅମୂଲ୍ୟ ମଣି ଯେ ହୃଦେ ବିରାଜିତ ଆନ ମଣିଷ କୁ ବୁଝାଏ କିଏ । ମନ ନିରିମଳ ଭାବ ଯେ ସରଳ ଜନ ଆଢୁଆଳେ ଉଙ୍କେ …
Read more
Social Plugin