--ଏକପଦୀ--
ନିଜର୍ ଘର୍ ଲାଗି ବୁଦ୍ଧି ନାଇଁନ,
ପର୍କେ ଦେଉଛୁ ତୁଇଁ ଗ୍ୟାଁନ୍।
ତୋର୍ନୁଁ ଅଧମ୍ ନାଇଁନ କିହେ,
ଖୁଜି ଦେଖ୍ ଶାସ୍ତର୍ ପୁରାନ୍।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
--ଏକପଦୀ--
ନିଜର୍ ଘର୍ ଲାଗି ବୁଦ୍ଧି ନାଇଁନ,
ପର୍କେ ଦେଉଛୁ ତୁଇଁ ଗ୍ୟାଁନ୍।
ତୋର୍ନୁଁ ଅଧମ୍ ନାଇଁନ କିହେ,
ଖୁଜି ଦେଖ୍ ଶାସ୍ତର୍ ପୁରାନ୍।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
0 Comments