କର ଅବା ମର ସାହସୀ କହଇ
ସାହସ ବିଶ୍ଵାସ ରଖି
ମରିବା ପୂର୍ବରୁ କାର୍ଯ୍ୟ କରିଚାଲ
ସଫଳତା ହେବ ଦେଖି
ହୋଇଣ ସର୍ବଦା ସୁଖି
ସୁଚିନ୍ତିତ ମନେ ପରିଶ୍ରମ କଲେ
କାମ ଯାଏ ନାହିଁ ରୋକି।
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
କର ଅବା ମର ସାହସୀ କହଇ
ସାହସ ବିଶ୍ଵାସ ରଖି
ମରିବା ପୂର୍ବରୁ କାର୍ଯ୍ୟ କରିଚାଲ
ସଫଳତା ହେବ ଦେଖି
ହୋଇଣ ସର୍ବଦା ସୁଖି
ସୁଚିନ୍ତିତ ମନେ ପରିଶ୍ରମ କଲେ
କାମ ଯାଏ ନାହିଁ ରୋକି।
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
0 Comments