ଏକପଦୀ (ନରସିଂହ ମହାରଣା)

 

         


--ଏକପଦୀ--


ପୁଡିଗଲା ତୁନ୍ ସୁଆଦ୍ ନାଇଁ ଲାଗେ,

ଯେତେ ଆଏ ଉପେ କଲେ।

ଭାଙ୍ଗିଗଲା ମନ୍ ଯୁଡି ନାଇଁ ହୁଏ,

ଯେତେ ଜ୍ଞାନ୍ ବୁଦ୍ଧି ଦେଲେ।।


ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।

Post a Comment

0 Comments