। ପ୍ରଭାତ।।
*******
🙏🏿💐💐🙏🏿
ହୁଏମୁଁ ଚକିତ ଦେଖି ଏ ପ୍ରଭାତ
କେତେ ସୌନ୍ଦର୍ଯ୍ୟରେ ଭରା,
ଉଜ୍ଜ୍ବଳ କିରଣ ଘାସ ଗାଲିଚାରେ
ମୁରୁଜ ବୁଣଇ ଖରା।।
।। ସୁପ୍ରଭାତ।। ଦିନଟି ମଙ୍ଗଳମୟ ହେଉ।।
।। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।
। ପ୍ରଭାତ।।
*******
🙏🏿💐💐🙏🏿
ହୁଏମୁଁ ଚକିତ ଦେଖି ଏ ପ୍ରଭାତ
କେତେ ସୌନ୍ଦର୍ଯ୍ୟରେ ଭରା,
ଉଜ୍ଜ୍ବଳ କିରଣ ଘାସ ଗାଲିଚାରେ
ମୁରୁଜ ବୁଣଇ ଖରା।।
।। ସୁପ୍ରଭାତ।। ଦିନଟି ମଙ୍ଗଳମୟ ହେଉ।।
।। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ।।
।। ଚିତ୍ରା ରାଣୀ ପାତ୍ର।।
।। ବାଲେଶ୍ଵର।।
0 Comments