ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅ ଦିଅନ୍ତୁ।।
🙏🙏🙏🙏🙏🙏
ସାନ ଭାବି ତାକୁ ଅବଜ୍ଞା ନକର
ତାହେଲେ ଠୋକର ପାଇବ,
ବଡ଼ ବୋଲି କେବେ ଦେବନି ସମ୍ମାନ
ନିଜେ ଅପମାନ ପାଇବ ।
ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ଏହା ଦ୍ବାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିର ମୂଲ୍ୟ ଦେବା ଶିଖିବେ କିନ୍ତୁ ଅର୍ଥର ନୁହେଁ ।
ଯେତେବେଳେ ବିନା ଅଧିକାରରେ କିଛି ଛଡେଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ ଏବଂ ଯେତେବେଳେ ତୁମେ ନିଜର ଅଧିକାର ଛାଡି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ ।
ନିଜର ତୁଳନା କେବେ କାହା ସହ କରିବା ଉଚିତ୍ ନୁହେଁ, ଯେମିତି ହାତର ସବୁ ଆଙ୍ଗୁଠି ସମାନ ହୋଇନଥାଏ ସେମିତି ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସମାନ ହୋଇନଥାଏ ।
ଶୁଭ ସକାଳ
🙏ଜୟ ଶ୍ରୀ ପର୍ଶୁରାମ 🙏
ଦିନଟି ଆପଣଙ୍କ ପରିବାରର ପାଇଁ ମଙ୍ଗଳମୟ ହେଉ ।।
୨୭/୧୦/୨୪
ଅକ୍ଷୟ ପୂଜାହାରୀ
ବିନିକା
ସମ୍ବାଦ ପ୍ରତିନିଧି
୯୯୩୮୬୬୮୪୩୫




0 Comments