ଆଜିର ଅନୁଚିନ୍ତା (ଶ୍ରୀଯୁକ୍ତ ଅକ୍ଷୟ କୁମାର ପୂଜାହାରୀ)

 

             



ନିଜର ତୁଳନା କେବେ କାହା ସହ କରିବା ଉଚିତ୍ ନୁହେଁ,

🙏🙏🙏🙏🙏


 ଦୁନିଆଟା ଦେଖ କେତେ ସ୍ବାର୍ଥପର,

    କେହି ନୁହେଁ ଏଠି କାହାର।

ଲୁହା ବଦଳାଏ ଲୁହାର ଆକ୍ରୁତି,

     ପକାଇ ନିର୍ଘାତ ପାହାର। ।


ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ଏହା ଦ୍ବାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିର ମୂଲ୍ୟ ଦେବା ଶିଖିବେ କିନ୍ତୁ ଅର୍ଥର ନୁହେଁ ।


ଯେତେବେଳେ ବିନା ଅଧିକାରରେ କିଛି ଛଡେଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ ଏବଂ ଯେତେବେଳେ ତୁମେ ନିଜର ଅଧିକାର ଛାଡି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ ।


ନିଜର ତୁଳନା କେବେ କାହା ସହ କରିବା ଉଚିତ୍ ନୁହେଁ, ଯେମିତି ହାତର ସବୁ ଆଙ୍ଗୁଠି ସମାନ ହୋଇନଥାଏ ସେମିତି ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସମାନ ହୋଇନଥାଏ ।।

               ଶୁଭ ସକାଳ

       🙏ଜୟ ଶ୍ରୀ ପର୍ଶୁରାମ 🙏 

ଦିନଟି ଆପଣଙ୍କ ପରିବାରର ମଙ୍ଗଳମୟ ହେଉ ।।

ଅକ୍ଷୟ ପୂଜାହାରୀ ,ବିନିକା ,ସୁବର୍ଣ୍ଣପୁର, ୯୯୩୮୬୬୮୪୩୫

               ୨୪/୧୧/୨୪

Post a Comment

0 Comments