--ଦୁଇପଦୀ--
ସଂସାର୍କେ ତୁଇଁ ଆଇଛୁରେ ମନ୍,
କରିଯା ଧରମ୍ କାମ୍।
ଯିଏ ପଠେଇଛେ ଭୁଲି ତାହାକେ,
ଛୁଚେ ହେସୁ ବଦ୍ନାମ୍।।
ମାନବ୍ ସେବା ମାଧଵ୍ ସେବା,
କହିଥିଲା କାନେଁ କାନେଁ।
ଭଜି ତାହାକେ କର୍ କବାର୍କେ,
ଠାନ୍ ଦେବା ପାହା ଠାନେଁ।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
--ଦୁଇପଦୀ--
ସଂସାର୍କେ ତୁଇଁ ଆଇଛୁରେ ମନ୍,
କରିଯା ଧରମ୍ କାମ୍।
ଯିଏ ପଠେଇଛେ ଭୁଲି ତାହାକେ,
ଛୁଚେ ହେସୁ ବଦ୍ନାମ୍।।
ମାନବ୍ ସେବା ମାଧଵ୍ ସେବା,
କହିଥିଲା କାନେଁ କାନେଁ।
ଭଜି ତାହାକେ କର୍ କବାର୍କେ,
ଠାନ୍ ଦେବା ପାହା ଠାନେଁ।।
ନରସିଂହ ମହାରଣା, ଗଣେଶ ନଗର, ରେଙ୍ଗାଲି, ସମ୍ବଲପୁର।
0 Comments