ବର୍ଷା ଯେତେ ହେଲେ ବି ସାରୁ ପତ୍ରକୁ ଭିଜେଇ ପାରେନାହିଁ,
🙏🙏🙏🙏🙏🙏
ଅତୀତକୁ ରଖି ଭବିଷ୍ୟ ପରଖି
ବର୍ତ୍ତମାନ ଦିଏ ଦିଶା,
ମରିବା ପୂର୍ବରୁ ଥରେ ବୁଝିନିଅ
ଜୀବନର ପରିଭାଷା ।।
ଜୀବନ ଅଛି ତ ସମସ୍ୟା ବି ଅଛି, ସମସ୍ୟା ପାଇଁ ବାଟ ବି ଅଛି, ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁଁ, ସେଥିପାଇଁ ହସିବାକୁ ପଡ଼ିବ, ଜୀବନ ଯେମିତି ବି ହେଉ ବଞ୍ଚାଇବାକୁ ପଡିବ ।
ବର୍ଷା ଯେତେ ହେଲେ ବି ସାରୁ ପତ୍ରକୁ ଭିଜେଇ ପାରେନାହିଁ, ସେହିପରି ଅନ୍ୟକୁ ଇର୍ଷା କରୁଥିବା ଲୋକ ଯେତେ ବି ଜ୍ଞାନୀ ହେଉନା କାହିଁକି ଆଗକୁ ଯାଇପାରେ ନାହିଁଁ ।।
ଗୋଟିଏ ଦିଆସିଲି କାଠି ଲକ୍ଷ ଲକ୍ଷ ଗଛକୁ ପୋଡ଼ି ଦେଇ ପାରେ ଅର୍ଥାତ୍ ଗୋଟିଏ ନକାରାତ୍ମକ ଚିନ୍ତାଧାରା ସମସ୍ତ ସକରାତ୍ମକ ଚିନ୍ତାଧାରାକୁ ନଷ୍ଟ କରିଦେଇ ପାରେ ।।
ଶୁଭ ସକାଳ
🌹🙏ଜୟ ଶ୍ରୀ ପର୍ଶୁରାମ 🙏🌹ଦିନଟି ଆପଣ ପରିବାର ସମସ୍ତଙ୍କ ମଙ୍ଗଳମୟ ହେଉ ।।
ଅକ୍ଷୟ ପୂଜାହାରୀ
ବିନିକା
୯୯୩୮୬୬୮୪୩୫




0 Comments