ଆଜିର ଅନୁଚିନ୍ତା(ଅକ୍ଷୟ କୁମାର ପୁଜାହାରୀ)

 


କଳା ଗୋରା ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ଦେଇ ନଥାଏ

🙏🙏🙏🙏🙏

ଅତି ତୀବ୍ର  ସାଧନାରେ  ଶେଷ ପଥ ହରଣରେ

    ଫଳାଫଳ ଅଛିଂଡା ପ୍ରକାଶ,  

ଶୂନ୍ଯ  ନ ମିଳେ କେଭେ  ଆତ୍ମା  ସହିତ ଜୀବେ

  ଜଟିଳ  ଜ୍ୟାମିତି ଦୂରାଭ୍ଯାସ  ।


ଜୀବନରେ କଣ କରିବାର ଅଛି  ଏହା ଆମକୁ "ରାମାୟଣ" ଶିଖାଇ ଥାଏ .....।ଜୀବନରେ କଣ କରିବ ନାହିଁ ଏହା ଆମକୁ "ମହାଭାରତ" ଶିଖାଇ ଥାଏ......। ଆଉ ଜୀବନକୁ କେମିତି ବଞ୍ଚିବାର ଅଛି ତାହା ଆମକୁ "ଶ୍ରୀମଦ୍ ଭାଗବତ ଗୀତା" ଶିଖାଇ ଥାଏ......।


କଳା ଗୋରା ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ଦେଇ ନଥାଏ,ଦୁନିଆରେ ସୁନ୍ଦର ମଣିଷ ସେ ହେଇଥାଏ ଯିଏ ରାଗିଯିବା ପରେ ବି କେବଳ ଛୋଟିଆ ହସ ରେ ସବୁ କିଛି ଭୁଲିଯାଏ l


ଯେଉଁ ଦିନ ଆମର ଦସ୍ତଖତ ଅଟୋଗ୍ରାଫ୍ ରେ ପରିଣତ ହୁଏ, ମାନି ନିଅ ସେଦିନ ତୁମେ ସଫଳତା ହୋଇଛ ।

     ଶୁଭ ସକାଳ

🌹🙏ଜୟ ଶ୍ରୀ ପର୍ଶୁରାମ 🙏🌹

        ଦିନଟି  ଆପଣଙ୍କ ପରିବାରର ପାଇଁ ମଙ୍ଗଳମୟ ହେଉ ।।

ଅକ୍ଷୟ ପୂଜାହାରୀ 

ବିନିକା 

୨୮/୧୦/୨୪

୯୯୩୮୬୬୮୪୩୫

Post a Comment

0 Comments