ଯା ପାଇଁ ଯେମିତି ସେପରି ଦେଇଣ
ଗଢି ଅଛନ୍ତି ବିଧାତା
କାହାର ବହାର ସୁନ୍ଦର ଅଟଇ
ଅନ୍ତରେ କା ପବିତ୍ରତା
ସୁବ୍ୟବସ୍ଥିତ ଭାବେ
ବ୍ୟବସ୍ଥିତ ମନ ଦେଇଛନ୍ତି ଧାତା
ସୁନ୍ଦର ଏଇ ଭବେ।
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
ଯା ପାଇଁ ଯେମିତି ସେପରି ଦେଇଣ
ଗଢି ଅଛନ୍ତି ବିଧାତା
କାହାର ବହାର ସୁନ୍ଦର ଅଟଇ
ଅନ୍ତରେ କା ପବିତ୍ରତା
ସୁବ୍ୟବସ୍ଥିତ ଭାବେ
ବ୍ୟବସ୍ଥିତ ମନ ଦେଇଛନ୍ତି ଧାତା
ସୁନ୍ଦର ଏଇ ଭବେ।
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
0 Comments