ଉପଦେଶ ଏମିତି ଏକ ସତ୍ୟ ଯାହାକୁ ଆମେ କେବେ ବି ଗୁରୁତ୍ଵ ଦେଇ ଶୁଣି ନଥାଉ,
🙏🙏🙏🙏🙏
ସତ୍ୟର ସହଚର
ମନରେ ରହେନାହିଁ ଡର ଆତ୍ମବିଶ୍ୱାସ ଦୃଢ଼ତର
କରିଲେ ହୁଏ ଉପକାର ।
ଜୀବନରେ ସବୁ କିଣି ପାରିବ ହେଲେ ଆଶୀର୍ବାଦ କି ଭଲପାଇବା କିଣି ହେବ ନାହିଁ। ତାହା ଆମର କର୍ମ ଅନୁସାରେ ଆମକୁ ମିଳିଥାଏ ।
ଉପଦେଶ ଏମିତି ଏକ ସତ୍ୟ ଯାହାକୁ ଆମେ କେବେ ବି ଗୁରୁତ୍ଵ ଦେଇ ଶୁଣି ନଥାଉ,ଆଉ ପ୍ରଶଂସା ଏମିତି ଏକ ଧୋକା ଯାହାକୁ ଆମେ ହୃଦୟ ସହ ଧ୍ୟାନ ଦେଇ ଶୁଣି ଥାଉ।
ଶକ୍ତି ଏବଂ ଅର୍ଥ ଜୀବନର ଫଳ! କିନ୍ତୁ ପରିବାର ଏବଂ ବନ୍ଧୁମାନେ ଜୀବନର ମୂଳ! ଆମେ ଫଳ ବିନା ଚଳି ପାରିବା କିନ୍ତୁ ମୂଳ ବିନା କଦାପି ଠିଆ ହୋଇପାରିବା ନାହିଁ ।
ଶୁଭ ସକାଳ
🙏ଜୟ ଶ୍ରୀ ପର୍ଶୁରାମ 🙏
ଦିନଟି ଆପଣଙ୍କ ସମସ୍ତ ପରିବାରର ମଙ୍ଗଳମୟ ହେଉ ।।
ଅକ୍ଷୟ ପୂଜାହାରୀ
ବିନିକା
୩୦/୧୦/୨୪
୯୯୩୮୬୬୮୪୩୫




0 Comments