ମନୁଷ୍ୟ ଜୀବନରେ କାହାଣୀ ଥାଏ ଦୁଇଟି.....
🙏🙏🙏🙏⌚
ଖୁସିରେ ହିସାବ କରୁଛି ମାନବ
ଠକି ଭଣ୍ଡି ଧନ ରଖିଛି କେତେ,
ସମୟ କହୁଛି ରେ ମୁର୍ଖ ଅଧମ
ନିଜକୁ ଚତୁର ଭାବନି ଏତେ ।
ମନୁଷ୍ୟ ଜୀବନରେ କାହାଣୀ ଥାଏ ଦୁଇଟି.....
ଗୋଟିଏ ଯାହା ସେ ସମସ୍ତଙ୍କୁ ଶୁଣାଇ ଥାଏ ଅନ୍ୟଟି ସମସ୍ତଙ୍କୁ ଲୁଚାଇ ଥାଏ ।
ତ୍ୟାଗ ସ୍ନେହ ଠାରୁ ଶ୍ରେଷ୍ଠ, ଚରିତ୍ର ସୁନ୍ଦରତା ଠାରୁ ଶ୍ରେଷ୍ଠ, ମାନବିକତା ସମ୍ପତ୍ତି ଠାରୁ ଶ୍ରେଷ୍ଠ କିନ୍ତୁ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖିବା ଠାରୁ ଶ୍ରେଷ୍ଠ କିଛି ନାହିଁଁ ।
ଏ ଜୀବନ ସୁଖ ଓ ଦୁଃଖର ମିଶ୍ରଣ ରେ ଚାଲିଥାଏ , ସମସ୍ୟା ଆସେ ସମସ୍ୟା ଯାଏ ମାତ୍ର ଦୁଃଖରେ ଭାଙ୍ଗି ଯିବାର ନୁହେଁ କି ସମସ୍ୟା କୁ ଡରିବାର ନୁହେଁ ବରଂ ଦୃଢ ମନରେ ପରିସ୍ଥିତି ର ମୁକାବିଲା କରିବା ଦରକାର ।
ଶୁଭ ସକାଳ
🙏ଜୟ ଶ୍ରୀ ପର୍ଶୁରାମ 🙏
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।।
୩୧/୧୦/୨୪
ଅକ୍ଷୟ ପୂଜାହାରୀ
ବିନିକା
ସମ୍ବାଦ
9938668435




0 Comments