କାଳିଆ ଧନ( ଡକ୍ଟର ସଂଯୁକ୍ତା ପରିଡ଼ା,ଭୁବନେଶ୍ୱର)


ସିଂହାସନେ ବସି 

              ମନକୁ ମୋହୁଛ  

 ଆହେ ମୋ କାଳିଆ ଧନ,

ବିଶ୍ଵବାସୀଙ୍କ ବୁଝୁ ଥାଅ ଦୁଃଖ

      ଆଖିରୁ ନ ହୋଇ ଲୀନ।

           ***

 ଡକ୍ଟର ସଂଯୁକ୍ତା ପରିଡ଼ା 

        ଭୁବନେଶ୍ୱର

Post a Comment

0 Comments