ଦିବ୍ୟଦର୍ଶନ (ଶ୍ରୀ ଉମାବଲ୍ଲଭ ଷଡ଼ଙ୍ଗୀ, ବିନିକା)


 ଦିବ୍ୟ ଆଲୋକର ପ୍ରଦୀପ ଜାଳିଲ 

   କୋଟି କୋଟି ଜନ ପ୍ରାଣେ

ତୁମରି ପଥର ଦିବ୍ୟଦର୍ଶନରେ

     ଭାଗ୍ୟବାନ ମୁହିଁ ମଣେ।

                  *

       ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ 

                ବିନିକା

Post a Comment

0 Comments