ଧନ୍ୟ (ଶ୍ରୀ ଉମାବଲ୍ଲଭ ଷଡ଼ଙ୍ଗୀ, ବିନିକା)

 


ଦିବ୍ୟ ଧାମେ ଗଲେ ନିଶ୍ଚୟ ଲଭିବୁ

     ପ୍ରଭୂଙ୍କ ଦିବ୍ୟ ଦର୍ଶନ

ତ୍ରୟ ତାପ ତୋର ଦୂର ହୋଇଯିବ

    ଧନ୍ୟ ହୋଇବ ଜୀବନ ।

                  ***

     ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ 

                  ବିନିକା

Post a Comment

0 Comments