ତୁମରି ଦାନ (ଡ଼କ୍ଟର ସଂଯୁକ୍ତା ପରିଡ଼ା, ଭୁବନେଶ୍ୱର)

 


ତୁମରି ଦାନ 


"ତୁମରି ଦାନ ତ ଏ ଜୀବନ ପ୍ରଭୁ

             ଆଜି ଅଛି କାଲି ନାହିଁ,

ଦୁଃଖ ନୁହେଁ ଶାନ୍ତି ଖୋଜେ ପ୍ରଭୁ 

            ତୁମ ଶ୍ରୀ ମୁଖକୁ ଚାହିଁ" ।

               ***

      ଡ଼କ୍ଟର ସଂଯୁକ୍ତା ପରିଡ଼ା

          ଭୁବନେଶ୍ୱର

Post a Comment

0 Comments