ମହାବାହୁ
ଯାହା,ତ ଦେଇଛ ସବୁ ତୁମଦାନ
ମୋର ବୋଲି ନାହିଁ କିଛି
ତୁମ ନାମ ଗାଇ ତୁମ ପଦ ଧ୍ୟାୟୀ
ଦିବସ ଯାମ ବିତୁଛି
ସଂସାର ସାଗରେ ସଂସାରି ନାବରେ
ଟଳମଳ ହେଉଅଛି
ବିପଦ ବାନ୍ଧବ କ୍ଷମାର ସାଗର
ଉଦ୍ଧରି ନେବ ଭାବୁଛି।।
***
ପଦ୍ମାବତୀ ଆଚାର୍ଯ୍ୟ
କଣ୍ଟାମାଳ,
ବୌଦ୍ଧ
ମହାବାହୁ
ଯାହା,ତ ଦେଇଛ ସବୁ ତୁମଦାନ
ମୋର ବୋଲି ନାହିଁ କିଛି
ତୁମ ନାମ ଗାଇ ତୁମ ପଦ ଧ୍ୟାୟୀ
ଦିବସ ଯାମ ବିତୁଛି
ସଂସାର ସାଗରେ ସଂସାରି ନାବରେ
ଟଳମଳ ହେଉଅଛି
ବିପଦ ବାନ୍ଧବ କ୍ଷମାର ସାଗର
ଉଦ୍ଧରି ନେବ ଭାବୁଛି।।
***
ପଦ୍ମାବତୀ ଆଚାର୍ଯ୍ୟ
କଣ୍ଟାମାଳ,
0 Comments