ଭୁଲ୍ କହେବାର୍ ଆଘୁ କାହାକେ
କାରନ୍ ତାର୍ ନିଅ ଖୁଜି
ଜାନି ପାର୍'ଲେ ପରିସ୍ଥିତି ତାର୍
ଆପେ ପାର୍'ବ ବୁଝି
ରିସ୍ତା କେ ନାଇଁ ଦିଅ ମୁଜି
ଦୁନିଆଁ ଯାକର୍ କେ
ଭୁଲ୍ ବୁଝ୍'ଲେ
ନିଜର୍ ମୁଁଡ୍ ହେସି ଗାଜି।
ହାର୍'ବ ଜୀବନର୍ ବାଜି।
***
କବି ସନାତନ ମିଶ୍ର
ଧମଣାସର , ବଲାଙ୍ଗୀର
ଭୁଲ୍ କହେବାର୍ ଆଘୁ କାହାକେ
କାରନ୍ ତାର୍ ନିଅ ଖୁଜି
ଜାନି ପାର୍'ଲେ ପରିସ୍ଥିତି ତାର୍
ଆପେ ପାର୍'ବ ବୁଝି
ରିସ୍ତା କେ ନାଇଁ ଦିଅ ମୁଜି
ଦୁନିଆଁ ଯାକର୍ କେ
ଭୁଲ୍ ବୁଝ୍'ଲେ
ନିଜର୍ ମୁଁଡ୍ ହେସି ଗାଜି।
ହାର୍'ବ ଜୀବନର୍ ବାଜି।
***
କବି ସନାତନ ମିଶ୍ର
ଧମଣାସର , ବଲାଙ୍ଗୀର
0 Comments