ଚାହିଁଛ ପିଲେରେ ଚାତକ୍ ଲେଖେନ୍
ଆଏଜ୍ ତ ହେବା ବର୍ଷା
ଜେନ୍ ବର୍ଷା ଆଏଜ୍ କା ହେବା
କରବା ତୁମକୁ ସର୍ଷା
ଇଟା ଆଏ ତୁମର ଚାଷ୍
ଗୁହାରୀ କରୁଛେଁ ମହାପୂରୁ ପାଖେ
ପୁରୁ ସମକର ଆଶ୍
ଦିଲିପ୍ କୁମାର୍ ମିଶ୍ର
ତାଲଯୁରୀ
ଚାହିଁଛ ପିଲେରେ ଚାତକ୍ ଲେଖେନ୍
ଆଏଜ୍ ତ ହେବା ବର୍ଷା
ଜେନ୍ ବର୍ଷା ଆଏଜ୍ କା ହେବା
କରବା ତୁମକୁ ସର୍ଷା
ଇଟା ଆଏ ତୁମର ଚାଷ୍
ଗୁହାରୀ କରୁଛେଁ ମହାପୂରୁ ପାଖେ
ପୁରୁ ସମକର ଆଶ୍
ଦିଲିପ୍ କୁମାର୍ ମିଶ୍ର
ତାଲଯୁରୀ
0 Comments