ସମର୍ପଣ


କାହାର ମାନ ସମ୍ମାନକୁ ନେଇ କିଛି    

ଫରକ ନଥାଏ... 

ଅନ୍ତର ତଳୁ ବିଶ୍ଵମୟଙ୍କ କରୁଣା ବାରି 

ଢାଳି ହେଉ ଥିବାର ଦିବ୍ୟ ସୁନ୍ଦର ଅନୁଭବରେ

 ପ୍ରତି ମୁହୁର୍ତ୍ତ ମହକୁଥାଏ 

ସବୁ କିଛି ସମର୍ପିତ ସେଇ ଅନୁଭବର ଠାକୁର

 ଶ୍ରୀଜଗନ୍ନାଥଙ୍କ ଦେଖା ଯାଉ ନ ଥିବା ପାଦ ତଳେ...।

              ବୈଜୟନ୍ତୀ ସାହୁ , ଅଧ୍ୟାପିକା,ବିନିକା



Post a Comment

0 Comments