ସିଆନି ର୍ ସାଙ୍ଗେ ଛୁଆ କେ ଛାଡ଼ି
ଯିଏ ପଲାଲେ ବନ୍ କେ
ସିଏତ ଆଏ ଗୌତମ୍ ବୁଦ୍ଧ୍
ଆର୍ କହେମା କାହାକେ
ସଂସାର୍ ମାୟାର୍ ଜାଲ୍
ଯାହାକେ ଇନ ନିଜର୍ ଭାବବୁ
ସେ ବି ସାଜସି କାଲ୍ ।
***
ଦିଲିପ୍ କୁମାର୍ ମିଶ୍ର
ତାଲଯୁରୀ
ସଂସାର୍ ମାୟାର୍ ଜାଲ୍
ଯାହାକେ ଇନ ନିଜର୍ ଭାବବୁ
ସେ ବି ସାଜସି କାଲ୍
ଦିଲିପ୍ କୁମାର୍ ମିଶ୍ର
ତାଲଯୁରି



0 Comments