ଦୁଷୁରା ମାନ୍'କର୍ ସେବା ସତ୍କାରେ
ହୁରୁଦ୍ ଯଦି ଯାଏ ପୁରୀ
ମନେ ରଖ ହେଟା ଅଏନ୍ କାମ୍
ଅଛେ ହେଥି ବାହାଦୁରୀ
ଶରୀର୍ କଷ୍ଟ୍ ନୁ ମନର୍ କଷ୍ଟ୍
ହଜାର୍ ଗୁନେ ଭାରୀ
ଜାନି ଶୁନି କରି ପରର୍ ମନେ
ଦୁଖ୍ ନାଇଁ ଦିଅ ଭରି।
****
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
ଦୁଷୁରା ମାନ୍'କର୍ ସେବା ସତ୍କାରେ
ହୁରୁଦ୍ ଯଦି ଯାଏ ପୁରୀ
ମନେ ରଖ ହେଟା ଅଏନ୍ କାମ୍
ଅଛେ ହେଥି ବାହାଦୁରୀ
ଶରୀର୍ କଷ୍ଟ୍ ନୁ ମନର୍ କଷ୍ଟ୍
ହଜାର୍ ଗୁନେ ଭାରୀ
ଜାନି ଶୁନି କରି ପରର୍ ମନେ
ଦୁଖ୍ ନାଇଁ ଦିଅ ଭରି।
****
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
0 Comments