ଏକାଗ୍ରତା

 ନିର୍ଭୟ ମନରେ 

           ଏକାଗ୍ର ଚିତ୍ତରେ 

ଯେ କୌଣସି କର୍ମ କରିବ 

ନ ରଖିଲେ ଆଶା 

          ଇଚ୍ଛା ଅଭିଳାଷ 

ମନୋସ୍କାମ ପୂର୍ଣ୍ଣ ହେବ 

ସୁଖର ପଥ ଦୃଶ୍ୟ ହେବ 

କଣ୍ଟକିତ ପଥ

           ହୋଇବ ପୁଷ୍ପିତ 

କେବେ ଅଧୁରା ନ ରହିବ ।

            ***

   ପ୍ରହଲ୍ଲାଦ ଦଣ୍ଡସେନା

 ସାଲେପାଲି , ବଲାଙ୍ଗିର

Post a Comment

0 Comments