ବିଶ୍ଵ ଶାନ୍ତି ଧର୍ମ ମହାଯଜ୍ଞ

 *ବିଶେଷ ସୂଚନା:–*

ଆସନ୍ତା ତା. 22/05/24ରିଖ ବୁଧବାର ଦିନ ସିଦ୍ଧ ତପୋସେବା ବନ , ଡ଼ମ୍ବରୁଗଡ଼, କଂକଲା ମଠ ପ୍ରାଙ୍ଗଣରେ ସକାଳ 10.00ଘଟିକା ସମୟରେ ବିଶ୍ଵ ଶାନ୍ତି ଧର୍ମ ମହାଯଜ୍ଞ କୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ଆସନ୍ତା ଜୁନ ମାସ 11 ତାରିଖ ପବିତ୍ର ଶୀତଲଷଷ୍ଠୀ ଦିନ ବିଶ୍ୱ ଶାନ୍ତି ଧର୍ମ ମହାଯଜ୍ଞ ଶୁଭ ସ୍ତମ୍ଭ ସ୍ଥାପନ ନିମନ୍ତେ ପ୍ରସ୍ତୁତି କରାଯିବ। ଏହି ବୈଠକରେ ସମସ୍ତଙ୍କୁ ଯୋଗଦାନ ଦେବାକୁ ବିନମ୍ର ଅନୁରୋଧ।

                       ନିବେଦକ 

ବିଶ୍ୱ ଶାନ୍ତି ଧର୍ମ ମହା ଯଜ୍ଞ କମିଟି, ଦମ୍ବରୁଗଡ଼, କଂକଲା, ଜିଲ୍ଲା -ବୌଦ୍ଧ 

ଯୋଗାଯୋଗ -9692032067/7846909496

Post a Comment

0 Comments