ତୁମ ଦିଆ ଦାନ
ତୁମେ ନେଇ ପ୍ରଭୂ
ହୃଦୟେ ବେଦନା ଦିଅ
ଦିବ୍ୟ ଦର୍ଶନର
ଦିବ୍ୟ ପ୍ରଭାବରେ
ବେଦନାକୁ କାଢି ନିଅ।
***
ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ
ବିନିକା, ସୁବର୍ଣ୍ଣପୁର
ତୁମ ଦିଆ ଦାନ
ତୁମେ ନେଇ ପ୍ରଭୂ
ହୃଦୟେ ବେଦନା ଦିଅ
ଦିବ୍ୟ ଦର୍ଶନର
ଦିବ୍ୟ ପ୍ରଭାବରେ
ବେଦନାକୁ କାଢି ନିଅ।
***
ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ
ବିନିକା, ସୁବର୍ଣ୍ଣପୁର
0 Comments