ସ୍ବାର୍ଥର ଦୁନିଆଁ

 

ପ୍ରଥମେ ନିଜକୁ ଭାବୁଥିଲି ମୁଁ 

କେଡ଼େ ଭାଗ୍ୟବାନ ମହାନ 

ଯୁଆଡେ ଗଲେ ଛୁଟେ ମୋ ନାମେ 

ଜିନ୍ଦାବାଦ ଜୟଗାନ 

ଆଜି ମୁଁ ପାରିଲି ବୁଝି,

ସ୍ୱାର୍ଥ ଚରିତାର୍ଥ କରିବାପାଇଁ କି 

ଆସନ୍ତି ମୋତେ ଖୋଜି !

         ****

    ପ୍ରହଲ୍ଲାଦ ବିଶ୍ୱାଳ,

 ସେରଗଡ଼,କଳାହାଣ୍ଡି

Post a Comment

0 Comments