ମନ୍ଥରାର୍ କଥାଥିଁକଇକେଇରାନୀତ
ସତ୍ କରେଇ ଦଶରଥ୍ ରଜାକେ,
ବାଛିକରି ମାଗ୍'ଲେ ଏନ୍'ତା ବର୍'ଜେ
ରାମ୍'ଯିବାବନ୍'ରଜାକରଭରତ୍'କେ
ବୁଆର୍ ସତ୍'ଟାକ ରଖବାର୍ ଲାଗିତ
ରାମ୍ ସୀତା ଲକ୍ଷ୍ମଣ୍ ଗଲେ ବନବାସ୍ ,
ଚଉଦବରଷ୍ ତକ୍ ବନେଁ ରହିକରି
ରଚି ନେଇ ଛନ୍ ହୋ ଇତିହାସ୍ ।।
***
ସରୋଜ ଆଚାର୍ଯ୳,,ବୁରୋମାଲ
ବିଜେପୁର,,ବରଗଡ ।।



0 Comments