ଆଉର୍ ନେଁ ଫିରେ(ଜଟାଧାରୀ ପ୍ରଧାନ" ଜଟୁ)


କିହେ ନେଁ ହେଜୁଁ,ନେଁ ଥିଲେଁ କେଁହେବା 

ଦୁଖ୍ ଲାଗ୍‌ସି,ସେତ ମରିଗଲେଁ ।।

ତାହାକେ ହେତେଇ,କାନ୍ଦି ଲାଗ୍‌ସି 

ସେବା ଜଦି ନେଁ କରିଁ,ଥିଲାବେଲେଁ ।।

ଆଗରୁଁ ଭାବ୍‌ଲେଁ, ଲାବ୍‌ଟା ଦେତା

ଆଉର୍ ନେଁ ଫିରେ,ପଛେଁ ହେତାଲେଁ।।

               ***

ଆଶୁକବି-ଜଟାଧାରୀ ପ୍ରଧାନ ( ଜଟୁ)

ଫୋନ ନମ୍ବର:-୮୬୫୮୧୬୭୨୧୬

Post a Comment

0 Comments