କିହେ ନୁହେ ତୋର୍ (ଜଟାଧାରୀ ପ୍ରଧାନ,' ଜଟୁ)


ମୋର୍ ମୋର୍ ବଲିଁ,ଘାଁଟି ହେଉଛୁ

ଲାଗେ ଲେସର୍,କିହେ ନୁହେ ତୋର୍ ।

ମାଗୁଥିଲେଁ,ଦେଲେଁ କହେବେ ବନେ

ଅଭାବେଁ କର୍‌ବେ,ତତେ ଗା ଶୋର୍ ।

ତୁଇଁ ମଲେଁ,ଇ ଦେହେଟା ମେଟ୍‌ବା

ସମ୍ପତ୍ତି ଖାଈନେବେ,ଠେଁଟ୍ ଚ଼ୋର୍ ।

ମନ୍ ତନ୍ ଦେଇ,ପୁଇନ୍ ଅର୍ଜୁ

ହଟାନ ଆଏ ଭାବ୍,କାମ୍ ମୋର୍ ।।

            ***

ଆଶୁକବି-ଜଟାଧାରୀ ପ୍ରଧାନ ( ଜଟୁ)

ଫୋନ ନମ୍ବର:-୮୬୫୮୧୬୭୨୧୬

Post a Comment

0 Comments