ସୁବିଧା ସୁଯୋଗ୍
ବିନିଯୋଗ୍ କର
ନାଇଁ କର ହାତ୍ ଛଡା
ସମିଆ କେ ଜଗି
କାମ୍ ନିପ୍'ଟାଲେ
ବିପଦ୍ ନି ହୁଏ ଖାଡା
ପରର୍ ଅସ୍'ବିଧା କାଲେ
ସୁଯୋଗ୍ ବଲି
ହାତ୍ ଛାଡିଦେବାର୍
ଭଲ୍ ନୁହେ କେଭେ ହେଲେ।
***
କବି ସନାତନ ମିଶ୍ର
ଧାମ
ଣାସର, ବଲାଙ୍ଗୀର
ସୁବିଧା ସୁଯୋଗ୍
ବିନିଯୋଗ୍ କର
ନାଇଁ କର ହାତ୍ ଛଡା
ସମିଆ କେ ଜଗି
କାମ୍ ନିପ୍'ଟାଲେ
ବିପଦ୍ ନି ହୁଏ ଖାଡା
ପରର୍ ଅସ୍'ବିଧା କାଲେ
ସୁଯୋଗ୍ ବଲି
ହାତ୍ ଛାଡିଦେବାର୍
ଭଲ୍ ନୁହେ କେଭେ ହେଲେ।
***
କବି ସନାତନ ମିଶ୍ର
ଧାମ
ଣାସର, ବଲାଙ୍ଗୀର
0 Comments