କା'କୁ ନ କର ପରିହାସ ଉପହାସ
ଯୋଗାଇଦିଅ ସାହସ,
ବୁଝି ନ ପାରିଲେ ଶିଖେଇଦିଅ
ନିଇତି କରୁ ଅଭ୍ୟାସ
ତା ଓଠେ ଫୁଟାଅ ହସ
ଯୋଶ ଲାଗିବ କାମ କରିବାକୁ
ବୁଡିବନି ଜମା ହୋସ !
***
ପ୍ରହଲ୍ଲାଦ ବିଶ୍ୱାଳ, ସେରଗଡ଼,
କଳାହାଣ୍ଡି
କା'କୁ ନ କର ପରିହାସ ଉପହାସ
ଯୋଗାଇଦିଅ ସାହସ,
ବୁଝି ନ ପାରିଲେ ଶିଖେଇଦିଅ
ନିଇତି କରୁ ଅଭ୍ୟାସ
ତା ଓଠେ ଫୁଟାଅ ହସ
ଯୋଶ ଲାଗିବ କାମ କରିବାକୁ
ବୁଡିବନି ଜମା ହୋସ !
***
ପ୍ରହଲ୍ଲାଦ ବିଶ୍ୱାଳ, ସେରଗଡ଼,
କଳାହାଣ୍ଡି
0 Comments