କିଏ ମୋ'ର ଖରାପ ଚାହୁଁଛେ
ସେ କରମ ତା'ର ଆଏ,
ମୁଇଁ କାହାର ଖରାପ ନାଇଁ କରେ
ଇ ଧରମ ମୋ'ର ଆଏ ।।
***
ମୀନା ମହାରଣା,
ସୁବର୍ଣ୍ଣ
ପୁର
0 Comments