ଧନ୍ୟ ଏ ବିଚାର
କାହା ପଥେ ପ୍ରଭୁ
ପୁଷ୍ପ ବୃଷ୍ଟି କର
କଣ୍ଟା ପୁଣି କାହା ପଥେ
ଧନୀ ଚାଲେ ତବ
ପୁଷ୍ପିତ ପଥରେ
ଗରୀବ କଣ୍ଟକ ରଥେ
ଏକି ତୁମର ବିଚାର
ଦୁଃଖି ଦୁଃଖ ସିନା
ଦୂର କଲେ ପ୍ରଭୁ
ଜପିବେ ନାମ ମନ୍ତର ।
***
ଦିଲିପ୍ କୁମାର୍ ମିଶ୍ର
ତାଲଯୁରୀ
ଧନ୍ୟ ଏ ବିଚାର
କାହା ପଥେ ପ୍ରଭୁ
ପୁଷ୍ପ ବୃଷ୍ଟି କର
କଣ୍ଟା ପୁଣି କାହା ପଥେ
ଧନୀ ଚାଲେ ତବ
ପୁଷ୍ପିତ ପଥରେ
ଗରୀବ କଣ୍ଟକ ରଥେ
ଏକି ତୁମର ବିଚାର
ଦୁଃଖି ଦୁଃଖ ସିନା
ଦୂର କଲେ ପ୍ରଭୁ
ଜପିବେ ନାମ ମନ୍ତର ।
***
ଦିଲିପ୍ କୁମାର୍ ମିଶ୍ର
ତାଲଯୁରୀ
0 Comments