ଦୁଃଖିର୍ ଦୁଖ୍ କେ ନାଶ୍,ସ ବଲି
ବାନାଟା ଦୁଃଖ୍ ନାଶନ୍
ଗରିବ୍ ଦୁଃଖିକେ କାଏଁ ଯେ ଫେର୍
ଦେସ ଏତକି କଷନ୍
ଗରୀବର କାଏଁ ଦୋଷ୍
ଦେଖିକରି ପାର୍ଭୁ ତୁମର ଚଲନ୍
ବୁଡି ଯାଏସି ହୋଶ୍
***
ଦିଲିପ୍ କୁମାର ମିଶ୍ର
ତାଲଯୁରୀ
ଦୁଃଖିର୍ ଦୁଖ୍ କେ ନାଶ୍,ସ ବଲି
ବାନାଟା ଦୁଃଖ୍ ନାଶନ୍
ଗରିବ୍ ଦୁଃଖିକେ କାଏଁ ଯେ ଫେର୍
ଦେସ ଏତକି କଷନ୍
ଗରୀବର କାଏଁ ଦୋଷ୍
ଦେଖିକରି ପାର୍ଭୁ ତୁମର ଚଲନ୍
ବୁଡି ଯାଏସି ହୋଶ୍
***
ଦିଲିପ୍ କୁମାର ମିଶ୍ର
ତାଲଯୁରୀ
0 Comments