ବନ ତ ପୋଡୁଛି, ମନ ବି ପୋଡୁଛି
ଅନେକ ଯଂତ୍ରଣା ଦିଏ ଏ ଜ୍ବଳନ,
ବନ ପୋଡିଗଲେ ଜଗତ ଜାଣୁଛି,
ମନ ପୋଡି ଗଲେ ଜାଣନ୍ତି କି ଜନ !!!
@@@
ଶ୍ରୀ ସୁବଳ ରାଉତରାୟ, ଭୁବନେଶ୍ୱର
ବନ ତ ପୋଡୁଛି, ମନ ବି ପୋଡୁଛି
ଅନେକ ଯଂତ୍ରଣା ଦିଏ ଏ ଜ୍ବଳନ,
ବନ ପୋଡିଗଲେ ଜଗତ ଜାଣୁଛି,
ମନ ପୋଡି ଗଲେ ଜାଣନ୍ତି କି ଜନ !!!
@@@
ଶ୍ରୀ ସୁବଳ ରାଉତରାୟ, ଭୁବନେଶ୍ୱର
0 Comments