ପ୍ରଭୁ ତୁମ୍ଭ ନାମ ସ୍ମରିଣ ଭାଙ୍ଗେ ନିଦ ମୋର,
ପୂଜା ଘରୁ ମା'ର ଭଜନରେ ହିଁ
ଆଖି ଖୋଲେ ମୋର l
***
ଶିବଦତ୍ତ ଚାନ୍ଦ
ସୋନପୁର, ଶାନ୍ତିନଗର l
0 Comments