ହେ ଜଗନ୍ନାଥ !କରୁଛି ଗୁହାରୀ ,
ମନ ରହୁ ସଦା ପୟରେ ତୁମରି ,
ତୁମ ଠାରେ ମୋ ଏତିକି ଗୁହାରୀ l
****
ଶିବଦତ୍ତ ଚାନ୍ଦ
ସୋନପୁର, ଶାନ୍ତିନଗର
0 Comments