ରାତିର୍ ଅଏଁଠା,ରାତିଁ କର୍ବୁ ସଫା
ଲକ୍ଷ୍ମୀ ନେଁ ଦିଅନ୍,ଲଟ୍କା ଥିଲେଁ ଦେଖା ।।
ଗ୍ୟାନକେ ହଜେଇ,ଘରୁଁ ଚ଼ୁରାଲେଁ ଟଁକା ।
ବନେ ନେଁବଲୁଁ, ଲୁକେଁ ବାକେଁ,ବୁଆ କକା ।।
ନାଇଁ ସୁଧୁରୁ,କହେଲେଁ ମାର୍ବୁ ଫାଁକା ।
ଲୋକ୍ ହଁସାଟା, ବନେଁ ନୁହେ ଆଏ ବାଁକା ।।
ଆଶୁକବି-ଜଟାଧାରୀ ପ୍ରଧାନ ( ଜଟୁ)
ରାତିର୍ ଅଏଁଠା,ରାତିଁ କର୍ବୁ ସଫା
ଲକ୍ଷ୍ମୀ ନେଁ ଦିଅନ୍,ଲଟ୍କା ଥିଲେଁ ଦେଖା ।।
ଗ୍ୟାନକେ ହଜେଇ,ଘରୁଁ ଚ଼ୁରାଲେଁ ଟଁକା ।
ବନେ ନେଁବଲୁଁ, ଲୁକେଁ ବାକେଁ,ବୁଆ କକା ।।
ନାଇଁ ସୁଧୁରୁ,କହେଲେଁ ମାର୍ବୁ ଫାଁକା ।
ଲୋକ୍ ହଁସାଟା, ବନେଁ ନୁହେ ଆଏ ବାଁକା ।।
ଆଶୁକବି-ଜଟାଧାରୀ ପ୍ରଧାନ ( ଜଟୁ)
0 Comments