ଚଞ୍ଚଳା ଦେବୀ (ଦିଲିପ୍ କୁମାର୍ ମିଶ୍ର, ତାଲଯୁରୀ)



ଚଞ୍ଚଳ ମନରେ ଚଞ୍ଚଳା ଦେବୀ ଗୋ 

ଭ୍ରମଣ କର ଯେ ତୁମେ 

ବାନ୍ଧି ହୋଇ ତୁମେ ନ ରୁହ କା ପାଖେ 

ଯେତେ ବାନ୍ଧିଲେ ବି ଆମେ 

ଧନ୍ୟ ଧନ୍ୟ ଲକ୍ଷ୍ମୀ ମାତା 

କୁଆଡେ କୁଆଡେ ଚାଲିଗଲା ସବୁ 

ଯାହା ଦେଇଥିଲେ ନେତା 


ଦିଲିପ୍ କୁମାର୍ ମିଶ୍ର 

ତାଲଯୁରୀ

Post a Comment

0 Comments