ଦାତା ପଣେ ତୋର କେ ହେବ ସରି ଗୋ
ତୁତ ବରୁଣ ର ଝିଅ
ତୋ ପିତୃ ଆଳୟ ଧନ ର ଭଣ୍ଡାର
ଛୁଟେ ଧନ ରତ୍ନ ସୁଅ
କୁହ ମାତା ଥରେ କୁହ
ଜଗତ ଜନନୀ ହୋଇ ଶୁଦ୍ଧା ତୁହି
ଗରୀବ ଆଖିରେ ଲୁହ ।
***
ଦିଲିପ୍ କୁମାର ମିଶ୍ର
ତାଲଯୁରୀ
ଦାତା ପଣେ ତୋର କେ ହେବ ସରି ଗୋ
ତୁତ ବରୁଣ ର ଝିଅ
ତୋ ପିତୃ ଆଳୟ ଧନ ର ଭଣ୍ଡାର
ଛୁଟେ ଧନ ରତ୍ନ ସୁଅ
କୁହ ମାତା ଥରେ କୁହ
ଜଗତ ଜନନୀ ହୋଇ ଶୁଦ୍ଧା ତୁହି
ଗରୀବ ଆଖିରେ ଲୁହ ।
***
ଦିଲିପ୍ କୁମାର ମିଶ୍ର
ତାଲଯୁରୀ
0 Comments