--ଏକପଦୀ--
ପଙ୍କରୁ ପଙ୍କଜ ହୋଇଲେ ବି ଜାତ,
ଦେବା ଦେବୀ ହୃଦ ଜିଣା।
ଜାତି ବର୍ଣ୍ଣ ଜନ୍ମ ବୈଷମ୍ୟ ନେଇକି,
କାହାକୁ ନ କର ଘୃଣା।।
***
ନରସିଂହ ମହାରଣା, ଗଣେଶ ନଗର,
ସମ୍ବଲପୁର
ରେଙ୍ଗାଲି, ସମ୍ବଲପୁର।
--ଏକପଦୀ--
ପଙ୍କରୁ ପଙ୍କଜ ହୋଇଲେ ବି ଜାତ,
ଦେବା ଦେବୀ ହୃଦ ଜିଣା।
ଜାତି ବର୍ଣ୍ଣ ଜନ୍ମ ବୈଷମ୍ୟ ନେଇକି,
କାହାକୁ ନ କର ଘୃଣା।।
***
ନରସିଂହ ମହାରଣା, ଗଣେଶ ନଗର,
ସମ୍ବଲପୁର
ରେଙ୍ଗାଲି, ସମ୍ବଲପୁର।
0 Comments