ଦିବ୍ୟତ୍ଵର ନୂଆ ଆଲୋକ ଦେଖାଇ
ବିଶ୍ଵ ଚେତନାକୁ କଲ ଜାଗ୍ରତ
ଆକୃଷ୍ଟ ହେଲେ ସଂଘ ମନ୍ତ୍ରରେ
ହିଂସା ଦ୍ୱେଷ ତ୍ୟାଗ କରି.
ବୁଦ୍ଧଙ୍କଠୁ..ଆତ୍ମଜ୍ଞାନ ଲଭି
ମୋକ୍ଷ ପ୍ରାପ୍ତ ହେଲେ.. ସାରା ଜଗତ...।
🙏
ଅଧ୍ୟାପିକା ବୈଜୟନ୍ତୀ ସାହୁ
ବିନିକା,ସୁବର୍ଣ୍ଣପୁର
ଦିବ୍ୟତ୍ଵର ନୂଆ ଆଲୋକ ଦେଖାଇ
ବିଶ୍ଵ ଚେତନାକୁ କଲ ଜାଗ୍ରତ
ଆକୃଷ୍ଟ ହେଲେ ସଂଘ ମନ୍ତ୍ରରେ
ହିଂସା ଦ୍ୱେଷ ତ୍ୟାଗ କରି.
ବୁଦ୍ଧଙ୍କଠୁ..ଆତ୍ମଜ୍ଞାନ ଲଭି
ମୋକ୍ଷ ପ୍ରାପ୍ତ ହେଲେ.. ସାରା ଜଗତ...।
🙏
ଅଧ୍ୟାପିକା ବୈଜୟନ୍ତୀ ସାହୁ
ବିନିକା,ସୁବର୍ଣ୍ଣପୁର
0 Comments