ଚଉରାଅଶୀ କୁଟୀ ପରାନୀ ମଏଧେ
ମନୁଷ୍ କମେଇଥିସି ଧନ
ଆର୍ ଜହ ଧନ୍ ହଉ ବଲି କରି
ଛନ୍ ଛନ୍ ତାର୍ ମନ୍
ତେନେ ନାଇଁ ପେଟ୍ ଭରେ
ବାକି ପରାନି କମାନି ନାଇଁ କରି
ଭୁକେ କେଭେ କେଁ ମରେ!
***
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
ଚଉରାଅଶୀ କୁଟୀ ପରାନୀ ମଏଧେ
ମନୁଷ୍ କମେଇଥିସି ଧନ
ଆର୍ ଜହ ଧନ୍ ହଉ ବଲି କରି
ଛନ୍ ଛନ୍ ତାର୍ ମନ୍
ତେନେ ନାଇଁ ପେଟ୍ ଭରେ
ବାକି ପରାନି କମାନି ନାଇଁ କରି
ଭୁକେ କେଭେ କେଁ ମରେ!
***
କବି ସନାତନ ମିଶ୍ର
ଧାମଣାସର, ବଲାଙ୍ଗୀର
0 Comments