ବାଇ ଦିଅ ବଂଧୁ ନୀରବ ବେଣୁ
ଝଂକାରି ଉଠୁ ସେ ମୋହନ ବୀଣା,
ମିଳି ଯାଉ ସେହି ଗୋପ ନଗରୀ
ଗୀତ ସଂଗୀତର ହୃତ ଠିକଣା !!!
ହେଇ ଯାଏ ସବୁ ବାଟ ମାରଣା,
ଅବାଟେ ବାଟୋଇ ନାହିଁ ଚାଲି ଯାଉ,
ଟାଣି ଧରୁ ହାତ ମଧୁ ମୂର୍ଛନା !!!
@@@
ଶ୍ରୀ ସୁବଳ ରାଉତରାୟ,ଭୁବନେଶ୍ୱର
ବାଇ ଦିଅ ବଂଧୁ ନୀରବ ବେଣୁ
ଝଂକାରି ଉଠୁ ସେ ମୋହନ ବୀଣା,
ମିଳି ଯାଉ ସେହି ଗୋପ ନଗରୀ
ଗୀତ ସଂଗୀତର ହୃତ ଠିକଣା !!!
ହେଇ ଯାଏ ସବୁ ବାଟ ମାରଣା,
ଅବାଟେ ବାଟୋଇ ନାହିଁ ଚାଲି ଯାଉ,
ଟାଣି ଧରୁ ହାତ ମଧୁ ମୂର୍ଛନା !!!
@@@
ଶ୍ରୀ ସୁବଳ ରାଉତରାୟ,ଭୁବନେଶ୍ୱର
0 Comments